ପରମେଶ୍ୱର କାହିଁକି ଅବ୍ରହାମଙ୍କୁ ତାଙ୍କ ପୁଅକୁ ମାରିବାକୁ କହିଲେ? ଏହି ଘଟଣା ଯୋଗୁଁ ଅନେକ ଲୋକ ପରମେଶ୍ୱରଙ୍କ ବିଷୟରେ ଭୁଲ ଧାରଣା କରିପାରନ୍ତି। ପରମେଶ୍ୱରଙ୍କ ଏହି ଅନୁରୋଧ ନୈତିକ ଓ ଯୁକ୍ତି ଦୃଷ୍ଟିରୁ ବୁଝିବା କଷ୍ଟକର ଲାଗିପାରେ। Read more about ପରମେଶ୍ୱର କାହିଁକି ଅବ୍ରହାମଙ୍କୁ ତାଙ୍କ ପୁଅକୁ ମାରିବାକୁ କହିଲେ?