ମୁଖ୍ୟ ବିଷୟବସ୍ତୁକୁ ଯାଆନ୍ତୁ

virus

ମହାମାରୀ ପ୍ରତି ଖ୍ରୀଷ୍ଟୀୟ ପ୍ରତିକ୍ରିୟା କ’ଣ?

ଏକ ନିୟନ୍ତ୍ରଣହୀନ ଭାଇରସ ଏକ ଭୟଙ୍କର ଝଡ଼ ପରି ମହାଦେଶ ପରେ ମହାଦେଶ ଅତିକ୍ରମ କରି ଆମ ଚାରିପାଖର ଲୋକଙ୍କୁ ସଂକ୍ରମିତ କରୁଛି। ଆମ ମଧ୍ୟରୁ କେତେକଙ୍କଠାରୁ ଏହା ଚାକିରି ଛଡ଼ାଇ ନେଉଛି ଏବଂ ଆମର ପ୍ରିୟଜନଙ୍କ ଜୀବନ ନେଇଯାଉଛି। ଯାହାର କୌଣସି ଚିକିତ୍ସା ନାହିଁ, ସେହି ଭାଇରସ ଆଗରେ ଆମେ ନିଜକୁ ନିରାଶ ଅନୁଭବ କରୁ। ଝଡ଼ ସମୟରେ ଏକ ଛୋଟ ଡଙ୍ଗାରେ ଭାସୁଥିବା ପରି ଆମକୁ ଲାଗେ।